ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଏଏସଆଇ ସହିଦ, ୨ଜଣ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରରେ ପୁଣି ଥରେ ହେଲା ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀମାନେ ଲାଲ ବଜାରର ବ୍ୟସ୍ତବହୁଳ ଅଞ୍ଚଳରେ ପୁଲିସର ତନଖି ପାର୍ଟି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଏଏସଆଇ ସହିଦ ହୋଇଛନ୍ତି। ଏହା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ସେନା ଓ ପୁଲିସ ଟିମ୍ ଆତଙ୍କବାଦୀଙ୍କ ସନ୍ଧାନକୁ ଜୋରଦାର କରିଥିବାବେଳେ ଏହି ଅଞ୍ଚଳକୁ ଘେରି ରହିଛନ୍ତି। … Continue reading ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଏଏସଆଇ ସହିଦ, ୨ଜଣ ଆହତ